କରୋନାର ନୂଆ ଭାରିଆଣ୍ଟ : ସରକାର ଡାକିଲେ ଜରୁରୀ ବୈଠକ

ନୂଆଦିଲ୍ଲୀ : କରୋନା ଭୁତାଣୁର ଏକ ନୂଆ ଭାରିଆଣ୍ଟ ଆସିବା ପରେ ସାରା ବିଶ୍ୱରେ ପୁଣି ଥରେ ଚିନ୍ତା ପ୍ରକାଶ ପାଇଛି। ବ୍ରିଟେନ ଓ ୟୁରୋପର କେତେକ ଦେଶରେ ଏହି ଭାରିଆଣ୍ଟ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ସତର୍କ ହୋଇଉଠିଛନ୍ତି। କେନ୍ଦ୍ର ସରକାର ଦେଶରେ କରୋନା ସ୍ଥିତି ର ସମୀକ୍ଷା ପାଇଁ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ … Continue reading କରୋନାର ନୂଆ ଭାରିଆଣ୍ଟ : ସରକାର ଡାକିଲେ ଜରୁରୀ ବୈଠକ